Install App
prashantakumar79
This browser does not support the video element.
ମାଥିଲି: ମାଥିଲି ବ୍ଲକର ବିଭିନ୍ନ ସ୍କୁଲ ଗ୍ରସ୍ତ କରି ପରିବେଶ ସଚେତନତା ନେଇ କାର୍ଯ୍ୟକ୍ରମ କଲେ ବିଡିଓ ଓ ବ୍ଲକ ଅଧ୍ୟକ୍ଷ
Mathili, Malkangiri | Sep 21, 2025
ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ବିଭିନ୍ନ ସ୍କୁଲ ଗ୍ରସ୍ତ କରି ପରିବେଶ ସଚେତନତା ସ୍ରୁଷ୍ଟି ସହ ବୃକ୍ଷ ରୋପଣ କଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବ୍ଲକ ଅଧ୍ୟକ୍ଷ। ଏହି ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ୍ ପେଡ଼ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!