Download Now Banner

This browser does not support the video element.

ତେଲକୋଇ: ପଡ଼ାଙ୍ଗ ଗାଁ ରେ ଗୋଠଛଡ଼ା ଦନ୍ତା , ୩୧ଟିକିଆ ହାତୀପଲେ ଢେଙ୍କାନାଳ ଜିଲ୍ଲା କୁ ଅତିକ୍ରମ କରିଥିବା ସୂଚନା ତେଲକୋଇ ବନ ବିଭାଗର

Telkoi, Kendujhar | Aug 22, 2025
କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ପଡ଼ାଙ୍ଗ ଅଞ୍ଚଳରେ ରହିଯାଇଛି ଗୋଠଛଡା ଦନ୍ତା ,୩୧ଟିକିଆ ହାତୀପଲ ଢେଙ୍କାନାଳ ଜିଲ୍ଲାକୁ ପଳାଇ ଯାଇ ଥିବାର ସୂଚନା ଦେଲା ତେଲକୋଇ ବନବିଭାଗ । ପଢ଼ାଙ୍ଗ ଅଞ୍ଚଳରେ ଦନ୍ତା ହାତୀ ଅଛି ତେଣୁ ପଡ଼ାଙ୍ଗ ଅଞ୍ଚଳର ଲୋକେ ସତର୍କ ରହିବାକୁ ଆଜି ରାତ୍ରୀ ସାତଟା ସମୟର ସୂଚନା l
Read More News
T & CPrivacy PolicyContact Us