Download Now Banner

This browser does not support the video element.

ସୋନପୁର: ବଜ୍ରପାତରେ ଚାଲିଗଲା ଯଟେସିଙ୍ଗା ଗ୍ରାମର ଜଣେ ଚାଷୀଙ୍କ ଜୀବନ

Sonapur, Subarnapur (Sonepur) | Sep 11, 2025
ମିଳିଥିବା ସୂଚନା ଅନୁସାରେ ଆଜି ଆରାହ୍ନ ୫ ଘଣ୍ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଅଂଚଳରେ ବିଜୁଳି ଘଡଘଡି ଶହ ପ୍ରବଳ ବର୍ଷା ହୋଇଥିବା ବେଳେ, ଏହି କ୍ରମରେ ସୁବଳୟା ଥାନା ଅନ୍ତର୍ଗତ ଯଟେସିଙ୍ଗା ଗ୍ରାମର ରସାନନ୍ଦ ସାହୁ ନାମକ ଜଣେ 55 ବର୍ଷୀୟ ଚାଷୀ ଚାଷକାମ ସାରି ବିଲରୁ ଫେରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ ଏବଂ ତାଙ୍କ ମୂଲ୍ୟବାନ ଜୀବନ ଚାଲିଗଲା l ଘଟଣା ପରେ ପରିବାର ଲୋକେ ତାଙ୍କୁ ତୁରନ୍ତ ବିରାମହରାଜପୁର ଡାକ୍ତରଖାନା କୁ ନେଇଥିଲେ, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l
Read More News
T & CPrivacy PolicyContact Us