This browser does not support the video element.
ଖଲ୍ଲିକୋଟ୍: ବାଲିଆ ମା ତାରିଣୀ ରାଇସ ମିଲ ରେ ପ୍ରଶାସନ ର ଚଢ଼ାଉ
Khalikote, Ganjam | Aug 22, 2025
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ବାଲିଆ ଗ୍ରାମରେ ରହିଥିବା ବିବାଦୀୟ ମା ତାରିଣୀ ରାଇସ ମିଲ ରେ ପ୍ରଶାସନ ପକ୍ଷରୁ ଘନ ଘନ ଚଢ଼ାଉ କରାଯାଇଛି । ଡିଜିଟାଲ ଦସ୍ତଖତ ଜାଲକରି ଡେଲିଭେରୀ ସାର୍ଟିଫିକେଟ ପ୍ରଦାନ ଭଳି ସଙ୍ଗୀନ ଅଭିଯୋଗ ପୂର୍ବରୁ ମିଲ ନାମରେ ରହିଥିବା ବେଳେ ଜିଲ୍ଲା ଟିମ ଠୁ ରାଜ୍ୟ ଟିମ ମିଲ ରେ ଚଢ଼ାଉକରୀ ତନତନ କରି କରୁଛନ୍ତି ଯାଞ୍ଚ l ଆଜି ଅପରାହ୍ନ ସାଢ଼େ ୪ ଟା ସମୟରେ ରାଜ୍ୟ ସ୍ଥରୀୟ ଗୋଟିଏ ଟିମ ମିଲରେ ଚଢ଼ାଉ କରିଛନ୍ତି l