Download Now Banner

This browser does not support the video element.

ହିନ୍ଦୋଳ: ଚାନ୍ଦା ମାଗି ଡ୍ରାଇଭର ସାମୀକୁ ମାଡ ମାରିବା ଘଟଣାକୁ ନେଇ ନ୍ୟାୟ ପାଇଁ ପତ୍ନୀ ଏସ୍‌ପିଙ୍କ ଦ୍ବାରସ୍ଥ

Hindol, Dhenkanal | Sep 8, 2025
ଢେଙ୍କାନାଳ ସଦର ଥାନା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଳରାମପୁର ଗ୍ରାମର ରଞ୍ଜନ ନାଏକ ଗାଡିକୁ ଅଟକାଇ ଚାନ୍ଦା ମାଗିବା ସହ ମାଡ ମାରିବାକୁ ନେଇ ତାଙ୍କ ପତ୍ନୀ ରଶ୍ମୀ ନାଏକ ଓ ସାହିର ଲୋକମାନେ ଆମ୍ବେଦକର ସେବା ସଂଗଠନର ସମ୍ପାଦକ ଚିତ୍ରସେନ ନାଏକଙ୍କ ସହିତ ସାକ୍ଷାତ କରି ତାଙ୍କର ଅଭିଯୋଗ ଜଣାଇବା ପରେ ଢେଙ୍କାନାଳ ଆରକ୍ଷୀ ଅକ୍ଷକଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । ଏସ୍‌ପିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସ.ପି. ସୂର୍ଯ୍ୟମଣି ପ୍ରଧାନଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ, ସୁରକ୍ଷା ଓ କ୍ଷତିପୂରଣ ପାଇଁ ଅନୁରୋଧ କରିଛନ୍ତି ।
Read More News
T & CPrivacy PolicyContact Us