Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ପୋଖରୀ ଭିତରେ ଚୋର,ଆଲାମଚଣ୍ଡୀ ସମ୍ମୁଖ ପଥର ପୋଖରୀ ଭିତରୁ ପୋଲିସ କାବୁ କଲା ଚୋର କୁ ଭିଡ଼ିଓ ଭାଇରାଲ l

Puri M, Puri | Sep 8, 2025
ପୋଖରୀ ଭିତରେ ଚୋର । ପୋଲିସ କବଳରୁ ନିଜକୁ ରକ୍ଷା କରିବା ପାଇଁ ପୋଖରୀ ଭିତରକୁ ଡିଆଁ ମାରିଲା । ଏଭଳି ଏକ ଘଟଣା ଘଟିଛି ପୁରୀ ସହରରେ । ଅଠରନଳା ନିକଟରେ ଜଣେ ବ୍ୟକ୍ତି ଯାଉଥିବାବେଳେ ଟଙ୍କା ଛଡାଇ ନେଇଥିଲା ଚୋର । ଏନେଇ ସଦର ଥାନାକୁ ଖବର ଦିଆଯିବା ପରେ ପୋଲିସ ଚୋରକୁ ଧରିବା ପାଇଁ ଘଟଣାସ୍ଥଳକୁ ଆସିଥିଲା । ତେବେ ଅଠରନଳା ନିକଟରେ ଲୁଚି ରହିଥିବା ଚୋର ପୋଲିସକୁ ଦେଖି ଭୟଭୀତ ହୋଇ ଦୌଡିବା ଆରମ୍ଭ କରିଥିଲା ।ପୋଲିସ କବଳରୁ ନିଜକୁ ରକ୍ଷା କରିବା ପାଇଁ ଅଲମାଚଣ୍ଡୀ ମନ୍ଦିର ସମ୍ମୁଖରେ ଥିବା ପଥର ପୋଖରୀକୁ ଡିଆଁ ମାରିଥିଲା ।
Read More News
T & CPrivacy PolicyContact Us