Download Now Banner

This browser does not support the video element.

ବଲାଙ୍ଗୀର: ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ମନ୍ତ୍ରା ଫିଲ୍ମର ଅସୁର-୨ ର ଶୁଭ ମୁହୂର୍ତ୍ଅନୁଷ୍ଠିତ

Balangir, Balangir | Sep 13, 2025
ମନ୍ତ୍ରା ଫିଲ୍ମର ଅସୁର-୨ ପାଇଁ ଶୁଭ ମୁହୂର୍ତ୍ ସମଲେଶ୍ୱରୀ ମନ୍ଦିରରେ ହୋଇଛି। ଏହି ସିନେମାରେ ଦେଖାଯିବ, ମଣିଷ ମୁହାଁ ତଳେ ଲୁଚିଥିବା ଅସୁରୀ ରୂପ ଓ ସମାଜକୁ ଭୁଲ ଦିଗକୁ ନେବା ଘଟଣା। ଏହାକୁ ଉଜାଗର କରି ସତ୍ ପଥ ଦେଖେଇବା ହେଉଛି ସିନେମାର ମୁଖ୍ୟ ସନ୍ଦେଶ। ଆଶିଷ ମିଶ୍ରଙ୍କ କାହାଣୀରେ, ଯୋଗେଶରାଜଙ୍କ ନିର୍ଦେଶନାରେ ଅଭିନୟ କରିଛନ୍ତି ଅନ୍ଵେଷା ହୋତା, ଅଶୋକ ଦୀପ, ସନ୍ଦୀପ କୁଅଁର ସହ ଅନ୍ୟାନ୍ୟ କଳାକାର। ସଙ୍ଗୀତ ରାମ ରାଜନ, କ୍ୟାମେରା ଜୟଦେବ ପୁରୋହିତ ଓ ପ୍ରଯୋଜନା ପୂଜା ଦିକ୍ଷିତ ଓ ସୁଧୀର ସାହୁଙ୍କ। ସିନେମାଟି ଦଶହରା ବେଳେ ମୁକ୍ତିଲାଭ କରିବ।
Read More News
T & CPrivacy PolicyContact Us