Download Now Banner

This browser does not support the video element.

ଛତ୍ରପୁର: ଭାରତୀ ବିଦ୍ୟାପୀଠ ଗଞ୍ଜାମ ଠାରେ ପୋଷଣ ମାସ ଓ ମା'ଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମ, ଯୋଗଦେଲେ ଛତ୍ରପୁର ବିଧାୟକ

Chhatrapur, Ganjam | Sep 12, 2025
ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ଯାପୀଠ ଠାରେ ପୋଷଣ ମାସ ଓ ମା'ଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ମଧ୍ୟାହ୍ନ ସାଢେ ୧୨ ଘଣ୍ଟା ସମୟରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ମୁଖ୍ୟଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ।
Read More News
T & CPrivacy PolicyContact Us