This browser does not support the video element.
ଜୁଜୁମୁରା: ଗୈାରଗୋଠ ଠାରେ ନାଗାବାଚା ପୂଜା ଅନୁଷ୍ଠିତ
Jujomura, Sambalpur | Aug 27, 2025
ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ହାତୀବରି ନିକଟ ଗୈାରଗଠ ଠାରେ ବୁଧବାର ସକାଳେ ନାଗା ବାଚା ପୂଜା ଅନୁଷ୍ଠିତ ହୋଇଯାଇଛି। ଗାଁର ମଙ୍ଗଳ କାମନା ପାଇଁ ଏହି ନାଗା ବାଚା ପୂଜା କରାଯାଏ। ଏହା ଏକ ଅଭିନବ ପରମ୍ପରା ଏଥିରେ ଶ୍ରଦ୍ଧାଳୁମାନଙ୍କ ଦେହରେ ଦେବତା ଅବତାର ନେଇଥାନ୍ତି ଏବଂ ତାଙ୍କୁ ରାତିନିତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥାଏ । ଏହି ନଗାବାଚା ପୂଜା ଟି ୭୦ ବର୍ଷ ହେଲା ଗାଁଲୋକ ପାଳନ କରି ଆସୁଛନ୍ତି । ଗ୍ରାମର ମନୋଜ ଭୋଇ , ଜହରୁ ଭଇସାଲ , ସନ୍ତୋଷ ଭଇସାଲ ଓ ସନ୍ତୋଷ ବୁଡେକ ପ୍ରମୁଖ ଙ୍କ ସହିତ ଗ୍ରାମବାସୀ ଯୋଗଦେଇଥିଲେ ।