Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ଛିନତାଇ ଗ୍ୟାଙ୍ଗକୁ ଧରି ୨ଜଣକୁ ଗିରଫ ସହ ବାଇକ ଜବତ କଲା ବାରିପଦା ଟାଉନ ପୋଲିସ

Baripada M, Mayurbhanj | Aug 28, 2025
ବାରିପଦା ଟାଉନ ଥାନା ପୁଲିସ ପକ୍ଷରୁ ଏକ ଛିନତାଇ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛନ୍ତି। ଦିନ ଦ୍ୱିପ୍ରହରରେ ମହିଳାଙ୍କ ଠାରୁ ସୁନାହାର ଛିନତାଇ ଘଟଣାରେ ପୁଲିସ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସେମାନେ ହେଲେ ଯାଜପୁର ଜିଲ୍ଲାର ଜଖପୁରା ଥାନା ଅନ୍ତର୍ଗତ ଦଶମାଣିଆ ଗ୍ରାମର ଭୋଳା ପ୍ରଧାନ ଓ ପୁରୀ ଜିଲ୍ଲାର ପିପିଲି ଥାନା ଅନ୍ତର୍ଗତ ବୀର ପୁରୁଷୋତ୍ତମପୁର ଗ୍ରାମର ରାଜା ଶିକାରୀ।
Read More News
T & CPrivacy PolicyContact Us