This browser does not support the video element.
କୋଟପାଡ: ବୈପାରୀଗୁଡା ଥାନାର ଦ୍ୱାରସ୍ଥ ହେଲେ ଗାଁ ଲୋକେ, ଶହୀଦ ଲଷ୍ମଣ ନାୟକ ମୁଖ୍ୟ ଚାରିଛକ ଠାରେ ଟ୍ରାଫିକ ପୋଲିସ ନିୟୋଜନ କରିବାକୁ ଦାବି
Kotpad, Koraput | Aug 24, 2025
ବୈପାରୀଗୁଡା ସ୍ଥିତ ଶହୀଦ ଲଷ୍ମଣ ନାୟକ ମୁଖ୍ୟ ଚାରିଛକ ଠାରେ ଟ୍ରାଫିକ ପୋଲିସ ନିଜୟିତ ନିମନ୍ତେ ଥାନା ଦ୍ୱାରସ୍ତ ହେଲେ ଗ୍ରାମବାସୀ l ଆଜି ଅପରାହ୍ନ ଘଣ୍ଟେ ସମୟରେ ବୈପାରୀଗୁଡା ଥାନାରେ ଆଇଆଇସି ରଶ୍ମି ରଞ୍ଜନ ପ୍ରଧାନଙ୍କୁ ଦାବୀ ପାତ୍ର ପ୍ରଦାନ କରାଯାଇଛି l ମୁଖ୍ୟ ଚାରି ଛକ ଦେଇ ରାଞ୍ଚି ବିଜୟିୱାର୍ଡ 326 ନମ୍ବର ଜାତୀୟ ରାଜ ପଥ ସଂଯୋଗ ହୋଇଥିବା ବେଳେ ଭୁବନେଶ୍ୱର ଠାରୁ ମାଲକାନଗିରି ଏବଂ ହାଇଦ୍ରାବାଦ, ଆନ୍ଦ୍ର ଓ ତେଲଙ୍ଗାନା କୁ ହଜାର ହଜାର ଭାରୀଯାନ ଗଡୁଛି l ସେହିପରି ଗୁପ୍ତେଶ୍ୱର ପୀଠକୁ ଯିବାକୁ ହେଲେ ଏହି ଚାରି ଛକ ଦେଇ ଯିବାକୁ ପଡେ, ଏଣୁ ଟ୍ରାଫିକ ସମସ୍ୟା ବଢୁଛି l