Install App
jagatsinghpurnews31
This browser does not support the video element.
ଜଗତସିଂହପୁର: ସନ୍ତରା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଇଟା ଭାଟି ନିକଟରୁ ବିଷାକ୍ତ ନାଗ ସାପ ଉଦ୍ଧାର କଲେ ବିଶିଷ୍ଟ ସାପ ଧରାଳି ପ୍ରଭାତ ବେହେରା
Jagatsinghapur, Jagatsinghpur | Aug 23, 2025
ସନ୍ତରା ଗ୍ରାମରେ ଜଣେ ବ୍ୟକ୍ତି ଙ୍କ ଇଟା ଭାଟି ନିକଟରୁ ବିଷାକ୍ତ ନାଗ ସାପ ଉଦ୍ଧାର କଲେ ବିଶିଷ୍ଟ ସାପ ଧରାଳି ପ୍ରଭାତ ବେହେରା ଚନ ସାମଲ ଙ୍କ ଇଟା ଭାଟିରେ ନାଗ ଥିବା କୁକୁର ଦେଖି ଭୋ ଭୋ ହେଇ ଭୁକିଲା ସେଇ ସମୟରେ ମାଲିକ ଚନ୍ ସାମଲ ଦେଖିଲେ ଗୋଟିଏ ନାଗ ସାପ କୁକୁରକୁ ଛୋଟ ମାରିବା ସେ ଭୟରେ ଘରକୁ ଦଉଡ଼ି ଆସି ସେଇ ଚର୍ଚ୍ଚିତ ଚେହେରା ବାବୁନି ବାବାଙ୍କୁ ଫୋନ୍ କଲେ ବାବା ତୁରନ୍ତ ପହଞ୍ଚି ସାପକୁ ଉଧାର କରି ଜଙ୍ଗଲରେ ଛାଡି ଦେଇଛନ୍ତି
Share
Read More News
T & C
Privacy Policy
Contact Us
Your browser does not support JavaScript!