Install App
samalbaidyanath13
This browser does not support the video element.
ବୌଦ୍ଧ ସଦର: ବାମଣ୍ଡା ଗ୍ରମ ରାସ୍ତା କଡ଼ରୁ ୭ଲିଟର ୮୦୦ମିଲିଲିଟର ବେଆନ ବିଅର ଜବତ ସହିତ ସମ୍ପୃକ୍ତ ଆଶାମୀ ନାମରେ ମାମଲା ରୁଜୁ
Baudh Sadar, Boudh (Bauda) | Jun 4, 2025
ଆଜି ସନ୍ଧ୍ୟା ୬.୩୦ସମୟରେ ଜିଲ୍ଲା ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଆଜି ମଧ୍ୟାହ୍ନ ସମୟରେ ହରଭଙ୍ଗା ଅବକାରୀ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ l ବୌଦ୍ଧ ଥାନା ଅନ୍ତର୍ଗତ ବାମଣ୍ଡା ଗ୍ରମ ରାସ୍ତା କଡରୁ ବେଆଇନ ୭ଲିଟର ୮୦୦ମିଲିଲିଟର ବିଅର ଜବତ କରି ସମ୍ପୃକ୍ତ ଆଶାମୀ ନାମରେ ମାମଲା ରୁଜୁ କରି ନୋଟିସ ଦେଉ ଛାଡି ଦିଆଯାଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!