Download Now Banner

This browser does not support the video element.

ଫୁଲବାଣୀ ସହର: ଆସନ୍ତାକାଲି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

Phulabani Town, Kandhamal | Aug 26, 2025
ଆସନ୍ତା କାଲି କନ୍ଧମାଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି ଜାରି କଲା ପାଣିପାଗ ବିଭାଗ. ଜିଲ୍ଲାର ବିଭିର୍ନ ସ୍ଥାନରେ ବର୍ଷା ସହ ପବନ ବହିବ. କିଛି ସ୍ଥାନରେ ବିଜୁଳି ସହ ଘଡଘଡି ମାରିବ ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛନ୍ତି.
Read More News
T & CPrivacy PolicyContact Us