Download Now Banner

This browser does not support the video element.

ବୀରମହାରାଜପୁର: ବିଦୁରୁପାଲି ଠାରେ କେନ୍ଦୁପତ୍ର ତୋଳାଳୀ ଓ ବନ୍ଧେଇ ଶ୍ରମିକଙ୍କ ପାଇଁ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ, ଯୋଗେଦେଲେ ରେଞ୍ଜର

Biramaharajpur, Subarnapur (Sonepur) | Aug 26, 2025
ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବିଦୁରୁପାଲି ଠାରେ ଆଜି ଅପରାହ୍ନ 3ଟା ପର୍ଯ୍ୟନ୍ତ କେନ୍ଦୁପତ୍ର ତୋଳାଳୀ ଏବଂ ବନ୍ଧେଇ ଶ୍ରମିକଙ୍କ ପାଇଁ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ପକ୍ଷରୁ ଆୟୋଜିତ ଏହି ଶିବିରକୁ ମୁଖ୍ୟ ଅତିଥି ଭାବରେ କେନ୍ଦୁପତ୍ର ବିଭାଗର ରେଞ୍ଜର ଜ୍ୟୋତ୍ସ୍ନା ଆଇନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବରେ ଫରେଷ୍ଟର ସୁରେଶ ମହାର ଯୋଗଦେଇଥିଲେ l ଶିବିରକୁ ଡ ସୀମା ନାଏକ ଯୋଗଦେଇ 250ରୁ ଉର୍ଦ୍ଧ ତୋଳାଳୀ ଓ ବନ୍ଧେଇ ଶ୍ରମିକଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ l କେନ୍ଦୁ
Read More News
T & CPrivacy PolicyContact Us