Download Now Banner

This browser does not support the video element.

କଟକ ପୌରାଞ୍ଚଳ: ପୀର ବଜାର ଅଞ୍ଚଳରୁ ଚୋରି ଘଟଣାରେ ଜଗତପୁର ଥାନା ପୁଲିସ ମଙ୍ଗଳବାର ୨ଜଣ ଅଭିଯୁକ୍ତକୁ ଗିରଫ କରିଛି।

Cuttack M Corp PS, Cuttack | Sep 9, 2025
ପୀର ବଜାର ଅଞ୍ଚଳରୁ ଚୋରି ଘଟଣାରେ ଜଗତପୁର ଥାନା ପୁଲିସ ମଙ୍ଗଳବାର ସନ୍ଧ୍ୟା ୬ ଟାରେ ୨ଜଣ ଅଭିଯୁକ୍ତକୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ହେଲେ ପୀରବଜାର ଅଞ୍ଚଳର ମୁସ୍ତାକ ଖାଁ ଓରଫ ପପୁ ଓ ମେହେମୁଦ୍‌‌ ଖାଁ ଓରଫ ବାପି । ସେମାନଙ୍କ ନିକଟରୁ ଗୋଟିଏ ସୁନା ହାର, ୧ହଳ ସୁନା ଚୁଡି, ୩ଟି ସୁନା ମୁଦି ଓ ହିରା ମୁଦି, ୩ହଳ କାନଫୁଲ ସମେତ ରୁପା ଅଳଙ୍କାର ସହ ନଗଦ ୧୫ଶହ ଟଙ୍କା ଜବତ ହୋଇଛି। ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲଣ କରାଯାଇଛି।
Read More News
T & CPrivacy PolicyContact Us