Download Now Banner

This browser does not support the video element.

ଉଦଳା: ମହୁଲଡିହା ଠାରେ ସହିଦ ବାଘାଯତୀନଙ୍କ ବଳିଦାନ ଦିବସ ପାଳିନ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ, ଉଦଳା ବିଧାୟକଙ୍କ ଯୋଗଦାନ

Udala, Mayurbhanj | Sep 10, 2025
ବୁଧବାର ଦିନ କପ୍ତିପଦା ବ୍ଲକ ମହୁଲଡିହା ଠାରେ ସହିଦ ବାଘାଯତୀନଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି। ଆପୋଷହୀନ ଧାରାର ମହାନ୍‌ ସ୍ଵାଧୀନତା ସଂଗ୍ରାମୀ ଶହୀଦ ବାଘାଯତୀନଙ୍କ ଶହୀଦ ଦିବସ ଯଥାଯୋଗ୍ୟ ମର୍ଯ୍ୟାଦାର ସହିତ ପାଳନ ହୋଇଛି। ଏନେଇ ସହିଦ ବାଘାଯତୀନ ସ୍ମୃତିପୀଠ ଠାରେ ଦିନ ପ୍ରାୟ ୧୨ଟାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସେଠାରେ ମୁଖ୍ୟ ଅଥିତି ଭାବେ ଉଦଳା ବିଧାୟକ ଭାସ୍କର ମଢେଇ, ବିଜେପି ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀ ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us