This browser does not support the video element.
ସଦର: ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟଏନଏସଏସ ଆନୁକୁଲ୍ୟରେ ସାଧାରଣ ତନ୍ତ୍ର ଦିବସ ପରେଡ୍ ଦିଲ୍ଲୀ ଲାଗି ପୁର୍ବ ପ୍ରସ୍ତୁତି
Sadar, Kalahandi | Sep 9, 2025
ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଏନ.ଏସ.ଏସ. ବ୍ୟୁରୋ ଆନୁକୁଲ୍ୟରେ ସାଧାରଣ ତନ୍ତ୍ର ଦିବସ ପରେଡ୍, ଦିଲ୍ଲୀ ଲାଗି ପୁର୍ବ ପ୍ରସ୍ତୁତି ବିଶ୍ୱବିଦ୍ୟାଳୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଚୟନ ଶିବିର ଆଜି ସକାଳ 10 ଟା ସମୟରେ ଅନୁଷ୍ଠିତ ହୋଇଯାଇଛି l ଏନ.ଏସ.ଏସ. କାର୍ଯ୍ୟକ୍ରମ ସଂଯୋଜକ ଡ଼ ଚିତ୍ତରଞ୍ଜନ ଖୁଣ୍ଟିଆଙ୍କ ନେତୃତ୍ଵରେ ପରିଚାଳିତ ଶିବିରରେ କୁଳପତି ଡକ୍ଟର ନିବେଦିତା ନାଥ ମୁଖ୍ୟ ଅତିଥିରୁପେ ଯୋଗଦାନ କରି ସ୍ଵେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ ।