Install App
pradip.ma.journalism
This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ମିଶନ ଶକ୍ତି ସମ୍ମୁଖ ମସଜିତ ନିକଟରେ ଜଳିଲା ଟ୍ରାନ୍ସଫର୍ମର, ଘଟଣାସ୍ଥଳରେ ପହଞ୍ଚିଲେ ବିଦ୍ୟୁତ କର୍ମଚାରୀ, ଅଗ୍ନିଶମ ବାହିନୀ ଓ ପୋଲିସ
Baleshwar M, Balasore | Apr 23, 2024
ମଙ୍ଗଳବାର ବାଲେଶ୍ଵର ସହର ସହଦେବଖୁଣ୍ଟା ଥାନା ମିଶନ ଶକ୍ତି ସମ୍ମୁଖ ମସଜିତ ନିକଟରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫର୍ମରରେ ଅଗ୍ନିକାଣ୍ଡ ହୋଇଛି । ଅଘଟଣ ଘଟିବା ଆଶଙ୍କା କରି କିଛି ଦୋକାନୀ ଦୋକାନ ମଧ୍ୟ ବନ୍ଦ କରିଦେଇଥିଲେ । ଖବର ପାଇ ବିଦ୍ୟୁତ ବିଭାଗ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସହଦେବଖୁଣ୍ଟା ଥାନା ପୋଲିସ ପହଞ୍ଚି ଲୋକଙ୍କ ସୁରକ୍ଷା ନେଇ ରାସ୍ତାର ଗୋଟିଏ ପାର୍ଶ୍ୱ ବନ୍ଦ କରି ଦେଇଥିଲା ।
Share
Read More News
T & C
Privacy Policy
Contact Us
Your browser does not support JavaScript!