Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ସହରର ଜଣେ ମହିଳାଙ୍କ ଅଶ୍ଲିଳ ଫଟୋ ଓ ଭିଡିଓକୁ ଭାଇରାଲ୍ କରିବା ନେଇ ଜଣେ ଯୁବକକୁ ସୋମବାର ମଙ୍ଗଳାବାଗ ଥାନା ପୁଲିସ ଗିରଫ କରିଛି।
Cuttack M Corp PS, Cuttack | Aug 25, 2025
ସହରର ଜଣେ ମହିଳାଙ୍କ ଅଶ୍ଲିଳ ଫଟୋ ଓ ଭିଡିଓକୁ ଭାଇରାଲ୍ କରିବା ନେଇ ଜଣେ ଯୁବକକୁ ସୋମବାର ସନ୍ଧ୍ୟା ୭ଟା ରେ ମଙ୍ଗଳାବାଗ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତଜଣକ ହେଲା ସାଆନ୍ତସାହିର ସର୍ବେଶ୍ୱର ବେହେରା ଓରଫ କାହ୍ନା। ମଙ୍ଗଳାବାଗ ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ସହିତ କାହ୍ନାର ଗତବର୍ଷ ଫେସ୍ବୁକ୍ରେ ବନ୍ଧୁତା ହୋଇଥିଲା। ଦୁହେଁ ସୋସିଆଲ ମିଡ଼ିଆ ମାଧ୍ୟମରେ କଥାବାର୍ତ୍ତା ହେଉଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!