This browser does not support the video element.
ଧର୍ମଗଡ: ଧର୍ମଗଡ ୟୁନିକ ଫେନ୍ସୀ ଦୋକାନ ବେଆଇନ ବାଣ ଗୋଦାମ ରେ ପୋଲିସ ର ଚଢ଼ାଓ ଜାରି।
Dharamgarh, Kalahandi | Sep 28, 2025
ଧର୍ମଗଡ ଚାରିଛକ ଠାରେ ଥିବା ଜଣେ ବାଣ ବ୍ୟବସାୟୀ ଙ୍କ ୟୁନିକ ଫେନ୍ସୀ ଦୋକାନ ଗୋଦାମ ରେ ବିପୁଳ ପରିମାଣର ରେ ବେଆଇନ ବାଣ ଗଛିତ ଥିବା ଖବର ପାଇ ରବିବାର ରାତ୍ର ୮ ଟାରୁ ଚଢ଼ାଓ କରିଛି ଧର୍ମଗଡ ପୋଲିସ |ଚଢାଓ ଶେଷ ହେବା ବେଳକୁ ରାତ୍ର ୧୨ ଟା ହୋଇଯିବ ବୋଲି ପୋଲିସ ସୂତ୍ର ରୁ ସୂଚନା ମିଳିଛି।ତେବେ ଲକ୍ଷା ଧିକ ଟଙ୍କାର ବାଣ ପୋଲିସ ବର୍ତ୍ତମାନ ସୁଦ୍ଧା ଜବତ କରିଥିବା ସୂଚନା ମିଳିଛି ।