Download Now Banner

This browser does not support the video element.

ନର୍ଲା: ନର୍ଲା ଥାନା ଅଞ୍ଚଳର ଜଣେ ଗର୍ଭବତୀ ମହିଳା ଙ୍କୁ ରକ୍ତ ଦାନ କରି ଜୀବନ ବଞ୍ଚାଇଲେ ଯୁବକ

Narala, Kalahandi | Sep 11, 2025
ନର୍ଲା ଥାନା ଅଞ୍ଚଳର ଜଣେ ଗର୍ଭବତୀ ମହିଳା ଗୁରୁତର ଅବସ୍ଥାରେ ଭବାନୀପାଟଣା ସ୍ଥିତ ସରକାରୀ ମେଡିକାଲ୍ ଠାରେ ଭର୍ତ୍ତି ହୋଇଥିଲେ ତାଙ୍କର ବ୍ଲଡ଼ ଦୁଇ ପଏଣ୍ଟ ଥିବା ବେଳେ ରକ୍ତର ଜରୁରୀ ଆବଶ୍ୟକତା ରହିଥିବା ଡାକ୍ତର ପରାମର୍ଶ ଦେଇଥିଲେ ଖବର ପାଇ ନର୍ଲା ଥାନା ଅଞ୍ଚଳର ସୁଶାନ୍ତ ବାଗ ନାମକ ଯୁବକ ଆଜି ଗୁରୁବାର ଦିନ ପୂର୍ବାହ୍ନ ଏଗାର ଘଣ୍ଟା ସମୟରେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା ରେ ପହଞ୍ଚି ଆଶା ଦିଦୀ ଶାନ୍ତି ମାଝୀ ଙ୍କ ସହଯୋଗ ରେ ମହିଲା ଙ୍କୁ ରକ୍ତ ଦେଈ ଜୀବନ ରକ୍ଷା କରିଥିବା ସୂଚନା ମିଳିଛି
Read More News
T & CPrivacy PolicyContact Us