Download Now Banner

This browser does not support the video element.

ସୁନ୍ଦରଗଡ ସହର: ତଲସରା ବିଜେପି ବିଧାୟକ ଭବାନୀ ଶଙ୍କର ଭୋଇ ହେଲେ ଉପ ବାଚସ୍ପତି।

Sundargarh Town, Sundargarh | Jul 24, 2024
ସୁନ୍ଦରଗଡ଼ ସଂଘଠନିକ ଜ଼ୀଲ୍ଲା ର ବିଜେପି ଜ଼ୀଲ୍ଲା ସଭାପତି ତଥା ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ ହେଲେ ରାଜ୍ୟ ର ଉପ ବାଚସ୍ପତି।ଏନେଇ ବାଚସ୍ପତି ସୁରମା ପାଢ଼ୀ କଲେ ନାଁ ଘୋଷଣା।ଏହି ଖବର ପାଇଲା ପରେ ବିଜେପି କର୍ଯ୍ୟକର୍ତା ଓ ସୁନ୍ଦରଗଡ଼ ଜ଼ୀଲ୍ଲା ବାସୀ ଖୁସି ବ୍ୟକ୍ତ କରିଛନ୍ତି।
Read More News
T & CPrivacy PolicyContact Us