Download Now Banner

This browser does not support the video element.

ମାଲକାନଗିରି: ମାଲକାନଗିରି ସୀମାନ୍ତରେ ମାଓ ଡମ୍ପ ଠାବ: ଜଣେ ନକ୍ସଲ ଗିରଫ, ବିସ୍ଫୋରକ-ବନ୍ଧୁକ ଜବତ

Malkangiri, Malkangiri | Aug 24, 2025
ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ବଡ଼ ସଫଳତା ମିଳିଛି। ରବିବାର ଅପରାହ୍ନରେ ପୁଲିସ ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ମାଓ ଡମ୍ପକୁ ଠାବ କରିଛି। ଏହି ମାଓ ଡମ୍ପରୁ ବହୁ ପରିମାଣର ବିସ୍ଫୋରକ, ବିସ୍ଫୋରକ, ହତିଆର ଇତ୍ୟାଦି ଜବତ କରାଯାଇଛି।
Read More News
T & CPrivacy PolicyContact Us