This browser does not support the video element.
ବରଗଡ: ବରଗଡ଼ ବିଧାୟକ ସହରାପଡ଼ା ଓ ଅନ୍ୟାନ୍ୟ ସ୍ଥାନରେ ଭଗବାନଙ୍କୁ କଲେ ଦର୍ଶନ
Bargarh, Bargarh (Baragarh) | Sep 1, 2025
ବରଗଡ଼ ର ବିଭିନ୍ନ ପଡା ପରିଦର୍ଶନ କରି ଗଣେଶ ଭଗବାନଙ୍କ ଦର୍ଶନ କଲେ ବିଧାୟକ | ସୋମବାର ସନ୍ଧ୍ୟା 6 ଘଣ୍ଟା ସମୟରେ ବରଗଡ଼ ସହରାପଡା ଓ ଧର୍ମଶାଳା ପେଣ୍ଡେଲକୁ ପରିଦର୍ଶନ କରି ଭଗବାନଙ୍କ ମହାରତିରେ ସାମିଲ ହେବା ସହ ଶ୍ରୀ ଗଣେଶଙ୍କ ଆଶୀର୍ବାଦ ଲାଭ କରିଥିଲେ | ବହୁ ସଂଖ୍ୟାରେ ଭକ୍ତ ମାନେ ସାମିଲ ହୋଇ ଭଗବାନଙ୍କ ଆଶୀର୍ବାଦ ଲାଭ କରିଛନ୍ତି | ଏହି ଅବସରରେ ବିଧାୟକ ପଡାବାସିଙ୍କୁ ଭେଟି ଥିଲେ ଏବଂ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ |