Download Now Banner

This browser does not support the video element.

ବୀରମହାରାଜପୁର: ନିମ୍ନା ଗ୍ରାମରେ ବିଳମ୍ବିତ ରାତିଯାଏ ଶ୍ରୀମଦ୍ ଭାଗବତ ପାରାୟଣ ଅନୁଷ୍ଠିତ, ଯୋଗଦେଲେ ସହ ସହ ଭକ୍ତ ତଥା ଶ୍ରଦ୍ଧାଳୁ

Biramaharajpur, Subarnapur (Sonepur) | Sep 11, 2025
ଉଲୁଣ୍ଡା ଥାନା ଅନ୍ତର୍ଗତ ନିମ୍ନା ଗ୍ରାମରେ ଗତକାଲି ବିଳମ୍ବିତ ରାତି ତଥା ରାତି ପ୍ରାୟ 11ଟା 30ମିନିଟ ପର୍ଯ୍ୟନ୍ତ ଶ୍ରୀମଦ୍ ଭାଗବତ ପାରାୟଣ ଅନୁଷ୍ଠିତ ହୋଇଯାଇଛି l ଯୋଗେଶ୍ୱର ମେହେର ତତ୍ତ୍ଵାବଧାନରେ ଆୟୋଜିତ ଏହି ପରୟାନକୁ ବ୍ୟାସ ଭାବରେ ମାରାଲୋଏ ଗ୍ରାମରେ ସୂର୍ଯ ନାରାୟନ ପାଢି ଯୋଗଦେଇ ଭାଗବତ ପାରାୟଣ କରିଥିଲେ l ଏହି ଅବସରରେ ଉକ୍ତ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଅଞ୍ଚଳର ବିଭିନ୍ନ ସ୍ଥାନରୁ ସହ ସହ ଭକ୍ତ ତଥା ଶ୍ରଦ୍ଧାଳୁ ଯୋଗଦେଇ ଆଧ୍ୟାତ୍ମିକ ଲାଭ ଉଠାଇଥିବା ଦେଖିବାକୁ ମିଳିଛି l
Read More News
T & CPrivacy PolicyContact Us