Install App
kabisuryatv
This browser does not support the video element.
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପଦ୍ମନାଭପୁର ଗ୍ରାମ ପଞ୍ଚାୟତର ସମିତିସଭ୍ଯ ପ୍ରତିନିଧି ଅସୁସ୍ଥ ଖବର ପାଇ ଭେଟିଲେ NAC ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା
Digapahandi, Ganjam | Sep 1, 2025
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ଗ୍ରାମ ପଞ୍ଚାୟତର ସମିତିସଭ୍ଯ ପ୍ରତିନିଧି ଅସୁସ୍ଥ ଖବର ପାଇ ଭେଟିଲେ NAC ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା । ସେ ଆଜି ଦିନ 12 ଘଣ୍ଟ ସମୟରେ ଉକ୍ତ ଗ୍ରାମ ରେ ପହଁଚି ସମିତିସଭ୍ଯ ପ୍ରତିନିଧିଙ୍କୁ ଭେଟିବା ସହ ଅସୁସ୍ଥତା ନେଇ ଆଲୋକପାତ କରିଥିଲେ । ଏଥିସହ ଉପଯୁକ୍ତ ଚିକିତ୍ସିତ ପାଇଁ ସେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା ପ୍ରତିଶୃତି ଦେଇଛନ୍ତି । ଏହି ସମୟରେ ବହୁ କଂଗ୍ରେସ କର୍ମୀ ମାନେ ମଧ୍ଯ ଉପସ୍ଥିତ ଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!