Download Now Banner

This browser does not support the video element.

ଆଠମଲ୍ଲିକ: ଘରୁ ଚିତି ସାପ ଉଦ୍ଧାର. ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ହଣ୍ଡପା ଗ୍ରାମର ବାସନ୍ତୀ ରାଉତ ଙ୍କ ଠାକୁର ଘରୁ ଙ୍କ ଘରୁ

Athmallik, Angul | Sep 29, 2025
ସୋମବାର ସନ୍ଧ୍ୟା 6:30 ରେ ଏକ ଚିତି ସାପ ଉଦ୍ଧାର କରା ଯାଇଛି l ବାହାର ଅଞ୍ଚଳ ରୁ ଏକ ଚିତି ସାପ ବାସନ୍ତୀ ଙ୍କ ଘର ଭିତରୁ କୁ ପଳାଇ ଆସିଥିଲା । ପରେ ସାପ କୁ ବାସନ୍ତି ଘଉଡାଇ ଥିବା ବେଳେ ଚିତି ସାପ ଟି ତାଙ୍କ ଠାକୁର ଘର କୁ ପଳାଇ ଯାଇଥିଲା । ପରେ ଚିତି ସାପ କୁ ଦେଖି ବାସନ୍ତି ଓ ତାଙ୍କ ପରିବାର ଲୋକେ ଭୟ ରେ ଘରୁ ବାହାର କୁ ପଳାଇ ଆସିଥିଲେ । ପରେ କିପରି ସୁରକ୍ଷିତ ଅବସ୍ଥା ରେ ଚିତି ସାପ ଟି ଉଦ୍ଧାର ହେବ ସେ ନେଇ ବାସନ୍ତି ସାପ ଉଦ୍
Read More News
T & CPrivacy PolicyContact Us