This browser does not support the video element.
ବାରିପଦା ମ୍ୟୁନିସିପାଲଟି: ରାସଗୋବିନ୍ଦପୁର ଥାନା ବଧିମୁହଁ ଅଞ୍ଚଳର ରସିକିଆ ଅଧ୍ୟାପକଙ୍କୁ ୨୦ ବର୍ଷ ଜେଲ
Baripada M, Mayurbhanj | Sep 10, 2025
ଛାତ୍ରୀକୁ ଦୁଷ୍କର୍ମ ସହ ତାଙ୍କ ଭିଡିଓ ଭାଇରାଲ ମାମଲାରେ ଅଭିଯୁକ୍ତ ରସିକିଆ ଅଧ୍ୟାପକଙ୍କୁ ୨୦ ବର୍ଷ ଜେଲ। ଏଥି ସହିତ ୨ ଲକ୍ଷ ୧୦ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ୨ ବର୍ଷ ୬ ମାସ ଅଧିକ ଜେଲ ଦଣ୍ଡାଦେଶ ହୋଇଛି। ରାୟ ଶୁଣାଇଛନ୍ତି ବାରିପଦା ସ୍ବତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ସନ୍ତୋଷ କୁମାର ନାୟକ। ଅଭିଯୁକ୍ତ ଜଣକ ହେଲେ ରାସଗୋବିନ୍ଦପୁର ଥାନା ବଧିମୁହଁ ଅଞ୍ଚଳର ମାନସ ରଞ୍ଜନ ବାରିକ। ଜଣେ ଜଣେ ଛାତ୍ରୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ସହ ତାଙ୍କ ଭିଡିଓ ଉତ୍ତୋଳନ କରି ଭାଇରାଲ କରିଥିଲେ।