Download Now Banner

This browser does not support the video element.

ସଦର: ଭବାନୀପାଟଣା ଉପଖଣ୍ଡରେ ସେପ୍ଟେମ୍ବର ୨ତାରିଖ ନୂଆଖାଇଁ ଛୁଟି ନେଇ ସୂଚନା

Sadar, Kalahandi | Aug 30, 2025
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଉପଖଣ୍ଡରେ ସେପ୍ଟେମ୍ବର ୨ତାରିଖ ନୂଆଖାଇଁ ଛୁଟି। ଭବାନୀପାଟଣା ସମେତ ଗଡ଼ଜାତ ଅଞ୍ଚଳରେ ସେପ୍ଟେମ୍ବର ୨ ତାରିଖରେ ପାଳନ ହେବ ନୂଆଖାଇଁ ପର୍ବ। ଏଥିପାଇଁ ସେପ୍ଟେମ୍ବର ୨ତାରିଖକୁ ଛୁଟି ଘୋଷଣା କରିଛନ୍ତି ଆଜି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର । ତେବେ ଏନେଇ ଆଜି ଅପରାହ୍ନ 3 ଟା ସମୟରେ ଜଣାଯାଇଛି
Read More News
T & CPrivacy PolicyContact Us