Install App
mishrasanuj
This browser does not support the video element.
ବଲାଙ୍ଗୀର: ବ୍ରାହ୍ମଣପଡା ଛକରେ ନିଶା ନିବାରଣ ପାଇଁ ପଥପ୍ରାନ୍ତ ନାଟକର ଶୁଭାରମ୍ଭ କରି ପ୍ରତିକ୍ରିୟା ରଖିଲେ ବିଧାୟକ କଳିକେଶ ନାରାୟଣ ସିଂଦେଓ
Balangir, Balangir | Sep 2, 2025
ବଲାଙ୍ଗୀର ସ୍ଥାନୀୟ ବ୍ରାହ୍ମଣପଡା ଛକରେ ପୌରପରିଷଦ ଓ ପୋଲିସ ପ୍ରଶାସନଙ୍କ ମିଳିତ ଉଦ୍ୟମରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମରେ ପଥପ୍ରାନ୍ତ ନାଟକର ଆୟୋଜନ କରାଗଲା । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ବିଧାୟକ କଳିକେଶ ନାରାୟଣ ସିଂଦେଓ କହିଲେ— ଯୁବପିଢ଼ୀକୁ ନିଶାରୁ ଦୂରେଇ ସୁସ୍ଥ ସମାଜ ଗଠନ ପାଇଁ ସମସ୍ତଙ୍କର ଏକତାବାଦୀ ପ୍ରୟାସ ଆବଶ୍ୟକ ବୋଲି ସେ କହିଛନ୍ତି
Share
Read More News
T & C
Privacy Policy
Contact Us
Your browser does not support JavaScript!