This browser does not support the video element.
ଜୟପୁର: ଜୟପୁର ବରିଷ୍ଠ ନାଗରିକ କଲ୍ୟାଣ ସଂଘ ତରଫରୁ ପୌର କାଯ୍ୟନିବାହୀ ଅଧିକାରି ଙ୍କୁ ପୌ ପାଳିକାରେ ଦାବି ପତ୍ର ପ୍ରଦାନ
Jeypore, Koraput | Aug 30, 2025
ଜୟପୁର ବରିଷ୍ଠ ନାଗରିକ କଲ୍ୟାଣ ସଂଘ ତରଫରୁ ଆଜି ଅପରାହ୍ନ 1 ଘଣ୍ଟା ସମୟରେ ଦାବି ପତ୍ର ପ୍ରଦାନ କରାଯାଇଛି । ଜୟପୁର ଉପ ଜିଲାପାଳ ତଥା ପୌର କାଯ୍ୟନିବାହୀ ଅଧିକାରି ଆକା ବରମ ଶଶ୍ୟା ରେଡ୍ଡି ଙ୍କୁ ପ୍ରଦାନ କରାଯାଇଛି । ଜୟପୁର ପୌର ପାଳିକାରେ ପ୍ରଦାନ କରାଯାଇଥିବା ଦାବି ପତ୍ର ରେ ଜୟପୁର ସହରର ସାହି ଗଳିରେ କୁକୁରଙ୍କ ଦୌରାତ୍ମ ଯୋଗୁଁ ଅନ୍ୟତ୍ର ସ୍ଥାନାନ୍ତର କରିବା, ସାହି ଓ ଗଳି କନ୍ଦିର ବେଆଇନ ହମ୍ସ ହଟାଯିବା ନେଇ ଦାବି କରାଯାଇଛି । ଜୟପୁର ସହରରେ ବୁଲା କୁକୁର ଯୋଗୁଁ ସାଧାରଣ ଜନତା ଆକ୍ରୋଷର ଶୀକାର ହୋଉଛନ୍ତି ।