Download Now Banner

This browser does not support the video element.

ସୁନ୍ଦରଗଡ ସହର: ସୁନ୍ଦରଗଡ ଜିଲ୍ଲା ତମଡା ଗ୍ରାମପଂଚାୟତ ଅନ୍ତର୍ଗତ ଝିରପାଣି ଗ୍ରାମରେ ସାପ କାମୁଡ଼ାରେ ଭାଇ ଭଉଣୀ ମୃତ

Sundargarh Town, Sundargarh | Aug 27, 2025
ସୁନ୍ଦରଗଡ ଜିଲ୍ଲା ତମଡା ଗ୍ରାମପଂଚାୟତ ଅନ୍ତର୍ଗତ ଝିରପାଣି ଗ୍ରାମରେ ସାପ କାମୁଡ଼ାରେ ଭାଇ ଭଉଣୀ ମୃତ। ମୃତକ ଦ୍ଵୟ ଛଅ ବର୍ଷୀୟ ଇମରୋଲନ ଏକ୍କା ଏବଂ ଆଠ ବର୍ଷୀୟ ଅଵଲୀନା ଏକ୍କା ବୋଲି ଜଣାପଡିଛି। ତେବେ ଖାଇ ସାରି ପରିବାର ସହିତ ରାତିରେ ସୋଇଥିବା ସମୟରେ ରାତିରେ ସାପଟି କାମୁଡି ଦେଇଥିବା ବେଳେ ସେମାନଙ୍କୁ ତୁରନ୍ତ ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଭୋର ସକାଳ ତିନିଟା ସମୟରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିବା ନେଇ ଜଣାପଡିଛି। ସୂଚନା ପାଇ ଡାକ୍ତରଖାନାକୁ ଚାନ୍ଦିପୁର ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲା ରୁଜ୍ଜୁ
Read More News
T & CPrivacy PolicyContact Us