Download Now Banner

This browser does not support the video element.

କଣ୍ଟାବାଞ୍ଜି: ଆମ ଆଦମୀ ପାର୍ଟି ପକ୍ଷରୁ କଣ୍ଟାବାଞ୍ଜି ଇନ୍ଦିରା ଛକ ଠାରେ କରାଗଲା ବିକ୍ଷୋଭ ପ୍ରଦର୍ଶନ

Kantabanji, Balangir | Mar 22, 2024
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଅବକାରୀ ମାମଲାରେ ଇଡ଼ି ଗିରଫ କରିଛି । ଏହାକୁ ନେଇ ଚାରିଆଡେ ଆମ ଆଦମୀ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ଆନ୍ଦୋଳନ କରାଯାଉଛି । ଶୁକ୍ରବାର କଣ୍ଟାବାଞ୍ଜି ଆପ୍ ସଂଯୋଜକ ସୁରଥ ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ଇନ୍ଦିରା ଛକ ଠାରେ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ସରକାରଙ୍କ ବିରୋଧରେ ରଣ ହୁଙ୍କାର ଦେଇଥିବା ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us