Download Now Banner

This browser does not support the video element.

ଛତ୍ରପୁର: ଚାଷ ଜମିକୁ ଜଳ ସେଚନ କରିବା ଦାବି ନେଇ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଚାଷୀ

Chhatrapur, Ganjam | Nov 5, 2024
ଛତ୍ରପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଥିବା ଚାଷ ଜମିକୁ ଜଳ ସେଚନ କରିବା ଦାବି ନେଇ ମଙ୍ଗଳବାର ଦିନ ୧ ଘଣ୍ଟା ୨୦ ମିନିଟ ସମୟରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ୧୫ ଓ ୧୬ ନମ୍ବର କେନାଳରେ ପାଣି ଆସୁନଥିବାରୁ ଧାନ ଫସଲ ନଷ୍ଟ ହୋଇଯିବାର ଆଶଙ୍କା ରହିଛି l ଏଣୁ ଚାଷୀଙ୍କ ହିତ ସାଧନ ପାଇଁ କେନାଳ ମାଧ୍ୟମରେ ଜଳ ସେଚନ କରିବାକୁ ବହୁ ଚାଷୀ ନେତା ଓ ଚାଷୀ ମାନେ ଉକ୍ତ ଦାବିପତ୍ର ମାଧ୍ୟମରେ ଦାବି କରିଛନ୍ତି l
Read More News
T & CPrivacy PolicyContact Us