Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ସ୍କୁଲ, କଲେଜ ଓ ହଷ୍ଟେଲରେ ନାରୀ ନିର୍ଯାତନା ବଢୁଛି ହେଲେ ସରକାର ଚୁପ କାହିଁକି ବୋଲି ପ୍ରଶ୍ନକରି ବାରିପଦାରେ ମତଦେଲେ ମାରିସାର ରାଜ୍ୟ ସଭାପତି

Baripada M, Mayurbhanj | Aug 31, 2025
ସ୍କୁଲ, କଲେଜ ଏବଂ ହଷ୍ଟେଲ ଗୁଡିକରେ ମହିଳାମାନଙ୍କ ଉପରେ ନିର୍ଯ୍ୟାତନା, ଆକ୍ରମଣ, ଶୋଷଣ ଓ ଧର୍ଷଣ ଆଦି ବଢ଼ିଚାଲିଛି। ନଷ୍ଟ ଚରିତ୍ରର ଚିତ୍ର ଚାରିଆଡେ ଘୁରି ବୁଲୁଥିବା ବେଳେ ଚୁପ୍ କାହିଁକି ସରକାର ? ଏହାକୁ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ଭାବରେ ବିବେଚନାକରି ଏଥିରେ ତୀକ୍ଷ୍ମ ନଜର ଦେବାର ଆବଶ୍ୟକତା ରହିଛି ବୋଲି ରବିବାର ରାତି ପ୍ରାୟ ୮ଟାରେ ବାରିପଦାର ଦାରଗାଡ଼ାହି ଠାରେ ପ୍ରତିକ୍ରିୟା ଦେଇଛନ୍ତି ମାରିସାର ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁ।
Read More News
T & CPrivacy PolicyContact Us