This browser does not support the video element.
ନର୍ଲା: ରତନ ପୁର ଗ୍ରାମ ଛଜ ନିକଟରେ ଏକ। ମାରୁତି କାର ଦୁର୍ଘଟଣା ଗ୍ରସ୍ତ ଆଜି ଥାନାରେ ଅଭିଯୋଗ।
Narala, Kalahandi | Sep 26, 2025
ସୂଚନା ଯୋଗ୍ୟ ଶୁକ୍ରବାର ଅପରାହ୍ନ ପ୍ରାୟ ଚାରି ଘଣ୍ଟା ସମୟରେ ରତନ ପୁର ଗ୍ରାମ ଛକ ନିକଟରେ ଏକ ମାରୁତି କାର ଭାରସାମ୍ୟ ଏକ ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଏହି ଘଟଣା ରେ କୌଣସି ଧନ ଜୀବନ କ୍ଷୟ କ୍ଷତି ହୋଇନାହିଁ ଏ ନେଇ ଆଜି ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ଥାନରେ ଅଭିଯୋଗ କରିଛନ୍ତି କାର ମାଲିକ