Install App
arunkshadangi40
This browser does not support the video element.
ଫୁଲବାଣୀ ସହର: ଫୁଲବାଣୀ ଠାରେ ଥିବା ଆମିଷ ବଜାର ପାଖରେ ଗଦା ହୋଇଥବା ଅଳିଆ ଆବର୍ଜନା ରୁ ଦୁର୍ଗନ୍ଧ ଯୋଙ୍ଗୁ ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ
Phulabani Town, Kandhamal | Sep 12, 2025
ଫୁଲବାଣୀ ଠାରେ ଥିବା ଆମିଷ ବଜାର ପାଖରେ ଗଦା ହୋଇଥବା ଅଳିଆ ଆବର୍ଜନା ରୁ ଦୁର୍ଗନ୍ଧ ବାହାରି ପରିବେଶ ଦୂଷିତ ହେଉଛି ଆମିଷ ବ୍ୟବସାୟୀ ଏଣେ ତେଣେ ବସି ହଇରାଣ ହେଉଛନ୍ତି ଅଳିଆ ଗଦାକୁ ଅନ୍ୟତ୍ର ସ୍ଥାନାନ୍ତର କରି ପରିବେଶକୁ ସ୍ୱଚ୍ଛ କିପରି ରଖାଯିବ ସେହି ଉଦ୍ଦେଶ୍ୟରେ ଆମ୍ ଆଦମୀ ପାର୍ଟି ତରଫରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରା ଯାଇଛି ଏଵଂ ଏହାର ଏକ ନକଲ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ପ୍ରଦାନ କରା ଯାଇଛି
Share
Read More News
T & C
Privacy Policy
Contact Us
Your browser does not support JavaScript!