This browser does not support the video element.
ଛତ୍ରପୁର: ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବ୍ରହ୍ମପୁର ନୀଳାଞ୍ଚଳ ନଗର ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Chhatrapur, Ganjam | Aug 23, 2025
ମାନବ ଅଧିକାର ସୁରକ୍ଷା ମଂଚ, ବିକାଶ ଜନ ଜାଗରଣ ମଞ୍ଚ, ବରଗଛ ସୁରକ୍ଷା ସମିତି, ଚାଷୀ ମୂଲିଆ ସଂଘ,ଗଜପତି ନଗର ଉନ୍ନୟନ କମିଟି ର ମିଳିତ ଆନୁକୁଲ୍ୟରେ ଆଜି ବ୍ରହ୍ମପୁର ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଶନିବାର ପୂର୍ବାହ୍ନରେ ସ୍ଥାନୀୟ ନୀଳାଞ୍ଚଳ ନଗର ଅଂଚଳରେ ଆଜି ବରଗଛ, ଅଶ୍ୱତ୍ଥ ଗଛ, ବାଦାମ ଗଛ ସହ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଛି l