Download Now Banner

This browser does not support the video element.

ବୌଦ୍ଧ ସଦର: ସମ୍ପୂଚ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିକାଶ ବାହାନ ରଥକୁ ସମ୍ପୂଚ ପଞ୍ଚାୟତ ତରଫରୁ ଯଣାଇଲେ ବିପୁଲ ସ୍ୱାଗତ ସମ୍ବର୍ଦ୍ଧନା

Baudh Sadar, Boudh (Bauda) | Jun 19, 2025
ଆଜି ସନ୍ଧ୍ୟା ୬ଟା ସମୟରେ ମିଳିଥିବା ସୂଚନା ଅନୁସାରେ l ଆଜି ମଧ୍ୟାନ୍ହ ସମୟରେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ସମ୍ପୂଚ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିକାଶ ବାହାନ ରଥକୁ ବିପୁଲ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି l ପ୍ରଥମେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ହରଭଙ୍ଗା ବ୍ଲକର BPM ସୁଧୀର ଜେନାଙ୍କ ଉପସ୍ଥିତୀରେ, ସରପଞ୍ଚ କଲ୍ୟାଣୀ ପ୍ରଧାନ, peo ସୁଧାଂଶୁ ଯାନୀ, GRS, mbk, crp ଓ଼ ସାୟମ ସହାୟକ ଗୋଷ୍ଠିର ମାଆଁ ମାନେ ଉପସ୍ଥିତ ରହି ବିକାଶ ବାହାନ ରଥକୁ ସ୍ୱାଗତ ସମ୍ବର ଧନା କରିଥିଲେ l
Read More News
T & CPrivacy PolicyContact Us