This browser does not support the video element.
ଛତ୍ରପୁର: ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ଓସ୍ୱାନ ହଲ ଠାରେ ସାରର ସୁଗମ ଯୋଗାଣ ନିମନ୍ତେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ
Chhatrapur, Ganjam | Sep 9, 2025
ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ ଓସ୍ୱାନ ହଲ ଠାରେ ଜିଲ୍ଲାର ସାରର ସୁଗମ ଯୋଗାଣ ଓ ବିକ୍ରମ ପାଇଁ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମଂଗଳବାର ଅପରାହ୍ନରେ ଅନୁଷ୍ଠିତ ବୈଠକରେ ଚାଷୀ ମାନଂକୁ ସୁଚାରୁ ରୂପେ ସାର ଯୋଗାଇବା ନିମନ୍ତେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି, ଏହା ସହିତ ବିକ୍ରୟ କେନ୍ଦ୍ର(ଘରୋଇ ) ଗୁଡିକରେ ସରକାରୀ ନିର୍ଧାରିତ ମୂଲ୍ୟ ରେ ସାର ପ୍ରଦାନ କରିବାକୁ କୁହାଯାଇଛି।