Download Now Banner

This browser does not support the video element.

ବରଗଡ: ସମଲେଶ୍ୱରୀ ମନ୍ଦିରରୁ ବରଗଡ଼ ଗଣେଶ ପୂଜା କମିଟି ପକ୍ଷରୁ ଅନୁଷ୍ଠିତ ହେଲା ଭସାଣି ଯାତ୍ରା

Bargarh, Bargarh (Baragarh) | Sep 5, 2025
ବରଗଡ଼ ଗଣେଶ ପୂଜା କମିଟି ମା ସମଲେଇ ମନ୍ଦିର ଦ୍ୱାରା ଭବ୍ୟ ଭଷାଣି ଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଶୁକ୍ରବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ବରଗଡ଼ ମା ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରୁ ବାହାରିଛି ବିଶାଳ ଶୋଭାଯାତ୍ରା | ତେବେ ଏହି ଶୋଭାଯାତ୍ରାରେ ମୁଖ୍ୟ ଆକର୍ଷଣ ରହିଥିଲା ମହାରାଷ୍ଟ୍ରର ନାଗପୁର ଢୋଲ | ଲୋକେ ଦେଖିବା ପାଈଁ ବହୁ ଦୂର ଦୁରାନ୍ତରରୁ ଆସିଥିବା ବେଳେ ବେଶ ଉତ୍ସାହରେ ଏହି ଭସାଣି ଯାତ୍ରା ଦେଖି ବାବାଙ୍କ ଆଶୀର୍ବାଦ ଲାଭ କରିଥିଲେ | ଏହାକୁ ନେଇ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ରହିଥିଲା | ସମଲେଇ ମନ୍ଦିର ଛକରେ ଏକ ଆରତୀ କାର୍ଯ୍ୟକ୍ରମ ସହ ଲାଇଟିଙ୍ଗ ସୋର ବ୍ୟବସ୍ଥା ମଧ୍ୟ କରାଯା
Read More News
T & CPrivacy PolicyContact Us