This browser does not support the video element.
ମାଲକାନଗିରି: ଆସନ୍ତାକାଲି ପାଇଁ ବର୍ଷା, ଘଡ଼ଘଡ଼ି ଓ ପବନକୁ ନେଇ ଜିଲ୍ଲାକୁ ୟେଲୋ ୱାରନିଂ ଜାରିକଲା ଆଞ୍ଚଳିକ ପାଣିପାଗ ବିଭାଗ
Malkangiri, Malkangiri | Sep 5, 2025
ଆଜି ଆସନ୍ତାକାଲି ପାଇଁ ବର୍ଷା, ଘଡ଼ଘଡ଼ି ଓ ପବନକୁ ନେଇ ମାଲକାନଗିରି ଜିଲ୍ଲାକୁ ୟେଲୋ ୱାରନିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏନେଇ ଆଜି ଶୁକ୍ରବାର ଦିନ ୨ ଘଟିକା ସମୟରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି ଶନିବାର ସକାଳ ୮ ଘଟିକା ୩୦ ମିନିଟ ପ୍ରଯନ୍ତ ଜିଲ୍ଲାକୁ ୟେଲୋ ୱାରନିଂ ଜାରି କରାଯିବା ସହିତ ବର୍ଷା ନିମନ୍ତେ ସତର୍କତା ଜାରି କରାଯାଇଛି। ଏହା ସହ ଜିଲ୍ଲାରେ ୩୦ ରୁ ୪୦ କିମି ବେଗରେ ପବନ ବହିବା ବର୍ଷା ଘଡ଼ଘଡ଼ି ହେବା ନେଇ ଅନୁମାନ କରାଯାଇଛି।