This browser does not support the video element.
ଝାରସୁଗୁଡା: ଧୁମ୍ ଧାମ ରେ ପାଳନ ହେଲା ଝାରସୁଗୁଡ଼ା କୋଲାବିର ଠାରେ ବଏଲ୍ ଯାତ୍ରା ପ୍ରତିକ୍ରିୟା ରଖିଲେ ବିରେନ୍ଦ୍ର କୁମାର ମହାପାତ୍ର
Jharsuguda, Jharsuguda | Apr 11, 2025
ଝାରସୁଗୁଡ଼ା ର କୋଲାଵିରା ଠାରେ ଥିବା ଅଞ୍ଚଳର ଆରାଧ୍ୟ ଦେବୀ ସମଲେଶ୍ୱରୀଙ୍କ ପ୍ରସିଦ୍ଧ ବଏଲ୍ ଯାତ୍ରା ଏକାଦଶୀ ଢୋଲ୍ ନିସାନ୍, ତାସା, ମହୂରୀ, ଗିନି, ଘଣ୍ଟା ବାଦ୍ୟ ସମନ୍ୱିତ ଷୋହଳ ଭର୍ନି ବାଦ୍ୟ ତାଳରେ ବରୁଆ ସମଲେଶ୍ୱରୀଙ୍କ ସାକ୍ଷାତ ଅବତାର ସାଜି ଗ୍ରାମ୍ୟ ପରିକ୍ରମାରେ ବାହାରି ଭକ୍ତଙ୍କୁ ଦର୍ଶନ ଏବଂ ଆଶିର୍ବାଦ ଦେବାକୁ ମନ୍ଦିରରୁ ଛତର ବାଉତି, ପାଟଖଣ୍ଡା ସହ ଗ୍ରାମ୍ୟ ପରିକ୍ରମାରେ ବାହାରି ଥିଲେ ଏହି ଅବସରରେ ଆଜି ରାତ୍ର ୧୧ ଟା ୨୦ ରେ ବିରେନ୍ଦ୍ର କୁମାର ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି