Download Now Banner

This browser does not support the video element.

ଛେଣ୍ଡିପଦା: ତେନ୍ତୁଲୋଇ କୋଡାସାହି ଗ୍ରାମ ପଞ୍ଚାୟତ ଠାରେ ବିକାଶକୁ ନେଇ ମିଛ ପ୍ରତିଶୃତିକୁ ପ୍ରତିବାଦ କରି କଳାବ୍ୟାଚ ପିନ୍ଧିଲେ ସରପଞ୍ଚ ଓ ୱାର୍ଡମେମ୍ବର l

Chhendipada, Angul | Jun 19, 2025
ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଛେଣ୍ଡିପଦା ବ୍ଲକର ବିଭିନ୍ନ ପଞ୍ଚାୟତରେ ଗଡୁଛି ବିକାଶ ରଥ l ଏହି ବିକାଶ ରଥ କାର୍ଯ୍ୟକ୍ରମକୁ ଗୁରୁବାର ସକାଳ ୮ ଘଟିକା ସମୟରେ ତେନ୍ତୁଲୋଇ କୋଡାସାହି ଗ୍ରାମ ପଞ୍ଚାୟତରେ ପହଁଚିଥିବା ବେଳେ କଲା ବ୍ୟାଚ ପରିଧାନ କରି ଶାନ୍ତି ପୂର୍ଣ୍ଣ ଭାବେ ବିରୋଧ କରିଛନ୍ତି ତେନ୍ତୁଲୋଇ ସରପଞ୍ଚ ଓ ୱାର୍ଡ ମେମ୍ବର ମାନେ l
Read More News
T & CPrivacy PolicyContact Us