Download Now Banner

This browser does not support the video element.

ଜଗତସିଂହପୁର: ଇଟାପଡ଼ା ବ୍ରାଉନସୁଗାର ଗିରଫ ଅଭିଯୁକ୍ତଙ୍କୁ କରାଗଲା କୋର୍ଟଚାଲାଣ

Jagatsinghapur, Jagatsinghpur | Sep 10, 2025
ଜଗତସିଂହପୁର ଥାନା ଅନ୍ତର୍ଗତ ଇଟାପଡା ନିକଟରୁ ବ୍ରାଉନସୁଗାର କାରବାରରେ ଗିରଫ ଅଭିଯୁକ୍ତଙ୍କୁ ଆଜି କରାଗଲା କୋର୍ଟଚାଲାଣ । ଆଜି ଦିନ ୪ ଟାରେ କୋର୍ଟଚାଲାଣ କରାଯାଇଥିବା ନେଇ ସୂଚନା ମିଳିଛି । ସୂଚନାମୁତାବକ ଗତକାଲି ଇଟାପଡା ନିକଟରେ ବ୍ରାଉନସୁଗାର ବେପାର କରୁଥିବା ସମୟରେ ଜଗତସିଂହପୁର ପୋଲିସ ଦ୍ୱାରା ବାପପୁଅ ଯଥା ନିରଞ୍ଜନ ମହାନ୍ତି ଓ ପବିତ୍ର ମହାନ୍ତି ଗିରଫ ହୋଇଥିଲେ ଓ ସେମାନଙ୍କ ନିକଟରୁ ୪0 ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ପରେ ଏକ ମାମଲା ରୁଜୁ ହୋଇ ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି
Read More News
T & CPrivacy PolicyContact Us