This browser does not support the video element.
ବୀରମହାରାଜପୁର: ବାଦପୁର ରାଧା କୃଷ୍ଣ ମଠରେ ଅଷ୍ଟପ୍ରହରୀ ନାମଯଜ୍ଞ ଉଦଯାପିତ, ଯୋଗଦେଲେ ସହ ସହ ଭକ୍ତ ତଥା ଶ୍ରଦ୍ଧାଳୁ
Biramaharajpur, Subarnapur (Sonepur) | Sep 8, 2025
ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ କାଦୋଦର ପଞ୍ଚାୟତର ବାଦପୁର ରାଧା କୃଷ୍ଣ ମଠ ରେ ଚାଲିଥିବା ଅସ୍ତ ପ୍ରହରୀ ନମାଯଜ୍ଞା ଆଜି ଅପରାହ୍ନ 5ଟା ସମୟରେ ଉଦଯାପିତ ହୋଇଯାଇଛି l ଏହି ନାମ ଯଜ୍ଞରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ 8ଟି କୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ l ଆଜି ଉଦଯାପନୀ ଅବସରରେ ପାଣ୍ଡୁରୀ ଓ ଡୁଙ୍ଗୁରି ମହିଳା କୀର୍ତ୍ତନ ଦଳ ମଧ୍ୟରେ ବୈଠକି କୀର୍ତ୍ତନ ହୋଇଥିଲା। ପୂଜକ ଭାବରେ ରମେଶଚନ୍ଦ୍ର ପୁରୋହିତ ପୂଜାର୍ଚ୍ଚନା କରିଥିବା ବେଳେ ଓ କର୍ତ୍ତା ଭାବରେ ସଞ୍ଜୟ ପଧାନ ଏବଂ ତାଙ୍କ ପତ୍ନୀ ଅଞ୍ଜନା ପଧାନ ଦାୟିତ୍ଵ ତୁଲାଇଥିଲେ l ଜିଲ୍ଲାର ବିଭିନ୍ନ ସ୍ଥାନରୁ ସହ ସହ ଭକ୍ତ ତଥା ଶ୍ରଦ୍ଧାଳୁ ଯୋଗ