This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ଓଡିଶା ଆଶାକର୍ମୀ ଆସୋସିଏସନ ସୁନ୍ଦରଗଡ଼ଜିଲ୍ଲା କମିଟିର ୬ଷ୍ଠ ଜିଲ୍ଲା ସମ୍ମିଳନୀ "ସିଟୁ " ଆନୁକୂଲ୍ୟରେ ସେକ୍ଟର ୧୬ସ୍ଥିତଶ୍ରମିକଭବନରେଅନୁଷ୍ଠୀତ
Raurkela M, Sundargarh | Sep 13, 2025
ସେପ୍ଟେମ୍ବର ୧୩ତାରିଖ ସକାଳ ପ୍ରାୟ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମଟି "ସିଟୁ"ଆନୁକୂଲ୍ୟରେ ସେକ୍ଟର ୧୬ସ୍ଥିତ ଶ୍ରମିକ ଭବନରେ ଓଡିଶା ଆଶାକର୍ମୀ ଆସୋସିଏସନ, ସୁନ୍ଦରଗଡ଼ ଜିଲ୍ଲା କମିଟିର ୬ଷ୍ଠ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏଚ.ଏନ.ଯାଦବ, ଜିଲ୍ଲା ସଭାପତି,ଶକୁନ୍ତଳା ମହାକୁଳ ସାଧାରଣ ସମ୍ପାଦିକା, ରାଜ କିଶୋର ପ୍ରଧାନ,ବିମାନ ମାଈତି, ସୁରେଶ ସ୍ୱାଇଁ,ସସ୍ମିତା ଖେସ,ପ୍ରଣତି ଟପ୍ନ,ନିରୁପମା ସାହୁ,ସଂକୁନ୍ତଳା ସମାସୀ,ଲକ୍ଷ୍ମୀ ମାହାତୋ, ସରୋଜିନୀ das,ଲିନା ଡୁଙ୍ଗ ଡୁଙ୍ଗ,ସୁଶୀଳା ଓରାମ,ରିତା ରାଣି ସୁଶୀଳା ସେଠି,ସୀତା ନାୟକ,ବଳମତି ସିଂ,ଜୟନ୍ତୀ ପାଣ୍ଡଵ,