This browser does not support the video element.
ସୋନପୁର: ତରଭା ଏନଏସି ରେ ଥିବା କୁମ୍ଭାରପଡ଼ା ଅନଙ୍ଗବାଡି କେନ୍ଦ୍ରରେ ରନ୍ଧା ହୋଇ ନାହିଁ ଖାଦ୍ୟ ଓପାସେ ରହିଲେ କମଳମତୀ ଶିଶୁ
Sonapur, Subarnapur (Sonepur) | Sep 1, 2025
ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସି ରେ ଥିବା କୁମ୍ଭାରପଡ଼ା ଅନଙ୍ଗବାଡି କେନ୍ଦ୍ର ନମ୍ବର 1 ରେ ଆଜି ଖାଦ୍ୟ ରନ୍ଧା ନ ଯିବାରୁ କୋମଳମତି ଶିଶୁ ମାନେ ଭୋକ ଉପାସରେ ରହିଥିବା ଆଜି ଦିନ ୧ଟାରେ ଦେଖାଦେଇଛି I ଫଳରେ ଅଭିଭାବକ ଅଭିଭାବିକାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି I ପ୍ରାପ୍ତ ସୂଚନା ମୁତାବକ ଉକ୍ତ କେନ୍ଦ୍ରରେ ଥିବା ଅନଙ୍ଗବାଡି କର୍ମୀ ବିନ୍ଦୁ ବେହେରା ତାଙ୍କ କାର୍ଯ୍ୟରେ ଅବହେଳା କରିଥିବାରୁ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ ହେବ ତତ୍କାଳୀନ ସିଡିପିଓ ତାଙ୍କ ହାତରୁ କେନ୍ଦ୍ରର ଶିକ୍ଷାଦାନ ବ୍ୟତୀତ ଅନ୍ୟ ସମସ୍ତ ଦାଇତ୍ୱ କୁମ୍ଭାରପଡ଼ା ଅନଙ୍ଗବାଡି କେନ୍ଦ୍ର ନମ୍ବର 2