Download Now Banner

This browser does not support the video element.

ଜୟପୁର: ବିଶେଷଜ୍ଞ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ଶିବିର ବୋରିଗୁମ୍ମା ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅନୁଷ୍ଠିତ, ବିଧାୟକ ଦେଲେ ସୂଚନା

Jeypore, Koraput | Sep 26, 2025
ବିଶେଷଜ୍ଞ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ଶିବିର ବୋରିଗୁମ୍ମା ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅନୁଷ୍ଠିତ ହୋଇଥିଲା।ଶହୀଦ ଲକ୍ଷଣ ନାୟକ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ କୋରାପୁଟ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଓଡ଼ିଶାର ସର୍ଵ ବୃହତ ବ୍ଲକ ବୋରିଗୁମ୍ମା ବ୍ଲକ ୩୧ ଗୋଟି ପଞ୍ଚାୟତ ର ମାଆ ମାନେ କିଭଳି ହାତ ପାନ୍ତାରେ ଉତ୍ତମ ଚିକିତ୍ସା ପାଇ ପାରିବେ ସେଥିପାଇଁ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଆରମ୍ଭ ହୋଇଛି। ଏଠାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଉପସ୍ଥିତ ରହି ଆଜି ସଂନ୍ଧ୍ୟା 5ଟାରେ ଦେଲେ ସୂଚନା l
Read More News
T & CPrivacy PolicyContact Us